୩ ମାସର ଟିକସ ଛାଡ଼, କର୍ମଚାରୀଙ୍କୁ ଆର୍ଥିକ ପ୍ୟାକେଜ ଦିଆଯାଉ: ବସ ମାଲିକ ସଂଘ

ଭୁବନେଶ୍ବର: କରୋନାର ଦ୍ରୁତ ସଂକ୍ରମଣ ଯୋଗୁଁ ବୁଧବାରରୁ ଲକ୍‌ଡାଉନ୍ ‌ଘୋଷଣା କରିଛନ୍ତି ସରକାର। ଗତ ଏପ୍ରିଲ ମାସ ସାରା ମଧ୍ୟ ସଟ୍‌ଡାଉନ୍ ଓ ଅନ୍ୟାନ୍ୟ କଟକଣା ଯୋଗୁଁ ବସ୍ରେ ଯାତ୍ରୀ ହୋଇନାହାନ୍ତି। ତେଣୁ ଏପ୍ରିଲ, ମେ, ଜୁନ ତିନି ମାସର ଟିକସ ଛାଡ଼, ବସ କିସ୍ତିର ଇଏମ୍‌ଆଇ ଅବଧି ୩ ମାସ ପର୍ଯ୍ୟନ୍ତ ବୃଦ୍ଧି, ବସ ବୀମା ପ୍ରଦାନ ଅବଧି ବୃଦ୍ଧି ଏବଂ ବସ୍‌ ବ୍ୟବସାୟ ସହ ସଂପୃକ୍ତ ୨ … Continue reading ୩ ମାସର ଟିକସ ଛାଡ଼, କର୍ମଚାରୀଙ୍କୁ ଆର୍ଥିକ ପ୍ୟାକେଜ ଦିଆଯାଉ: ବସ ମାଲିକ ସଂଘ